| 671 |
ଅଗି |
Category : [ Plant ]
- Agi (ଦେ.ବି.) - ମାଘ ପୂର୍ଣ୍ଣିମା ରାତିରେ ଜଳା ଯିବା ନିଆଁଗଦା Bonfire lighted on the night of the fullmoon of the month of Māgha.
- (ସଂ.ଅଗ୍ର) - ବୃକ୍ଷ ଲତାଦିର କୋମଳ ଅଗ୍ର Tender tips of plants, trees etc.
|
| 672 |
ଅଗିଆବାତ |
Category : [ Disease ]
- Agiābāta (ଦେ.ବି.) - ଦେହଯାକ କୁଣ୍ଡାଇ ହୋଇ ମନ୍ଦା ମନ୍ଦା ହୋଇ ଫୁଲିଯିବା ରୋଗବିଶେଷ Urticaria; Nettle-rash; a disease in which the whole body itches and swells into patches; Hives; Cnidosis.
|
| 673 |
ଅଗିଚା |
- Agichā (ପ୍ରାଦେ. ବିଣ.) - ବୃକ୍ଷାଦିର ଅଗ୍ରଭାଗର Pertaining to the top of a tree. (ଯଥା -ଅଗିଚା ଡାଳ)
|
| 674 |
ଅଗିଜଳା |
- Agijaḻā (ଦେ.ବି.) - ମାଘ ପୂର୍ଣ୍ଣିମା ରାତିରେ ଗ୍ରାମ ପ୍ରାନ୍ତରେ ଅନୁଷ୍ଠିତ ଅଗ୍ନ୍ୟୁତ୍ସବ The ceremony of lighting bonfire on the night of the fullmoon of the month of Māgha.
|
| 675 |
ଅଗିଜଳା ପୁନେଇଁ |
Also : [ ଅଗିଜଳା ପୂର୍ଣ୍ଣମୀ, ଅଗ୍ନି ପୂର୍ଣ୍ଣିମା, ଅଇଘରା ପୁନେଇଁ, ଅଗ୍ନ୍ୟୁତ୍ସବ ]
- Agijaḻā puneiñ (ଗ୍ରା.ବି.) - ମାଘ ପୂର୍ଣ୍ଣିମା The fullmoon of the month of Māgha.
|