Odia - English Dictionary
Home
View
Edit
Glossaries
Button
Odia Dictionary
Back
ଅତିମର୍ତ୍ତ୍ୟ
Also :
[
ଅତି
ମାନୁଷ
]
Atimarttya
(ସଂ.ବିଣ.) -
(ମାନୁଷିକ ବିଷୟକୁ ଅତିକ୍ରମ କରିଥିବା)
ଅଲୌକିକ; ଅମାନୁଷିକ Superhuman.
ଅସାଧାରଣ Extraordinary.
ମନୁଷ୍ୟର କ୍ଷମତାବହିର୍ଭୁତ Beyond the power of man.
ସ୍ୱର୍ଗୀୟ;ଐଶ୍ୱରିକ Divine.