Odia Dictionary


Back

ଅତିମାନୁଷ

Also : [ ଅତିମର୍ତ୍ତ୍ୟ ]




  1. Atimānusha (ସଂ.ବିଣ.) - (ଅବ୍ୟୟୀ ଭାବ; ଅତି+ମାନୁଷ; ମାନୁଷିକ ବିଷୟକୁ ଅତିକ୍ରମ କରି) ଅଲୌକିକ; ଅମାନୁଷିକ Superhuman.

  2. ଅସାଧାରଣ Extraordinary.

  3. ମନୁଷ୍ୟର କ୍ଷମତା ବହିର୍ଭୁତ Beyond the power of man.

  4. ସ୍ୱର୍ଗୀୟ;ଐଶ୍ୱରିକ Divine.