Odia Dictionary
Back
ଅଜାମର
Also : [ ଅଜମର, ଅଜର, ଅଜରାମର, ଅଜ୍ରାମର]
- Ajāmara (ଗ୍ରା.ବିଣ.) - ଅଜର ଓ ଅମର; ଅଜରାମର Having no old age nor death.
- ଅକ୍ଷୟ Undecaying.
- ଅବିନଶ୍ୱର Indestructible.
- ଚିରସ୍ଥାୟୀ Permanent; eternal.
- (ପ୍ରାଦେ. ସମ୍ବଲପୁର) - ଅଜାମରି
- (ଗ୍ରା.) ଅଜାମ୍ବର, ଅଜାମ୍ଭର