Odia Dictionary
Back
ଅଜମର
- Ajamara (ଦେ.ବିଣ.) - ଜରାରହିତ; ଚିର ଯୁବା; ନିର୍ଜର Ever young; possessing perpetual youth.
- ଅମର Immortal.
- ଅବିନାଶୀ Imperishable.
- ଯାହା ଜୀର୍ଣ୍ଣ କରାଯାଇ ନ ପାରେ Indigestible.
- ଯାହା ଜାରିତ ହୋଇ ନ ଥାଏ Unrefined.
- (ସଂ.ବି.) - (ଅ+ଜରା) ଦେବତା Deity.
- ମରଣଶୂନ୍ୟ Undying; immortal.
- ବିନାଶରହିତ Indestructible; not subject to death.
- ଚିରସ୍ମରଣୀୟ Ever to be remembered; memorable.