Odia Dictionary
Back
ଅଜର
Also : [ ଅଜମର ]
- Ajara (ସଂ.ବିଣ.) - ଜରାରହିତ; ଚିର ଯୁବା; ନିର୍ଜର Ever young; possessing perpetual youth.
- ଅମର Immortal.
- ଅବିନାଶୀ Imperishable.
- ଯାହା ଜୀର୍ଣ୍ଣ କରାଯାଇ ନ ପାରେ Indigestible.
- ଯାହା ଜାରିତ ହୋଇ ନ ଥାଏ Unrefined.
- (ସଂ.ବି.) - (ଅ+ଜରା) ଦେବତା Deity.
- ଅଜରା (ସ୍ତ୍ରୀ)