Odia Dictionary
Back
ଅଗ୍ନିଶାଳ
Also : [ ଅଗ୍ନିଗୃହ, ଅଗ୍ନିଶାଳା ]
- Agniṡāḻa (ସଂ.ବି.) - ଅଗ୍ନିଶାଳା; ଯେଉଁ ଗୃହରେ ଯଜ୍ଞାଗ୍ନି ରକ୍ଷିତ ହୁଏ A room in which the sacrificial fire is maintained.
- (ସଂ.ବି.) - ବାଷ୍ପୀୟ କଳ, କାରଖାନା ଆଦିର ଯେଉଁ କୋଠରୀରେ ନିଆଁ ଜଳାଯାଏ Fire-chamber of a steam engine