Odia - English Dictionary
Home
View
Edit
Glossaries
Button
Odia Dictionary
Back
ଅଗ୍ନିଗୃହ
Agnigṛuha
(ସଂ.ବି.)
-
ଅଗ୍ନିଶାଳା; ଯେଉଁ ଗୃହରେ ଯଜ୍ଞାଗ୍ନି ରକ୍ଷିତ ହୁଏ A room in which the sacrificial fire is maintained.
(ସଂ.ବି.)
-
ବାଷ୍ପୀୟ କଳ, କାରଖାନା ଆଦିର ଯେଉଁ କୋଠରୀରେ ନିଆଁ ଜଳାଯାଏ Fire-chamber of a steam engine