Odia - English Dictionary
Home
View
Edit
Glossaries
Button
Odia Dictionary
Back
ଅଗାଧୁ
Also :
[
ଅଗଧୁଆ
,
ଅଗାଧୁଆ
]
Agādhu
(
ଦେ.ବିଣ.)
-
ସ୍ନାତ; ଯେ ଗାଧୋଇ ନାହିଁ Unbathed; unwashed.
(ଦେ.ବି.)
-
(ନାମ)
ଅପର୍ତ୍ତିଆଣି ବାଳକର ନାମ ବିଶେଷ—ଅପର୍ତ୍ତିଆଣି (ଦେଖ) A name given to an apartiāṇi (boy) (See).