Odia Dictionary
Back
ଅଗଖୁଣ୍ଟା
Also : [ ଅଗକଟା, ଅଗିଆକଟା ]
- Agakhuṇtā (ଦେ.ବି.) - ଶସ୍ୟଗଛ (ଯଥା - ଧାନଗଛ) ଆଦିର ମୂଳଭାଗ ଭୂମିରେ ଥାଇ ଅଗ୍ରଭାଗରେ ଥିବା କେଣ୍ଡାମାନ ଛିଣ୍ଡାଯିବା The cutting of the ears from the standing cornplants.
- (ଦେ.ବିଣ.) - ଯେଉଁ ଶସ୍ୟଗଛର ଅଗରୁ କେଣ୍ଡା ଛିଣ୍ଡାଇ ନିଆଯାଇ ଥାଏ (corn plants) Having the ears cut off.