Odia Dictionary


Back

ଅଗକଟା

Also : [ ଅଗଖୁଣ୍ଟା, ଅଗିଆକଟା




  1. Agakaṭā (ଦେ.ବିଣ.) ଯେଉଁ ବସ୍ତୁ ବା ବୃକ୍ଷାଦିର ଅଗ୍ରଭାଗ କଟା ଯାଇଛି; ଲାଣ୍ଡି କରାଯାଇଥିବା  Having the top cut; lopped off; pollard.

  2. (ଦେ.ବି.) - ଅଗଖୁଣ୍ଟା (ଦେଖ) Agakhunṭā (See).