Odia Dictionary
Back
ଅଧରମଧୁ
Also : [ ଅଧରାମୃତ ]
- Adharamadhu (ସଂ.ବି.) - (ମଧ୍ୟପଦଲୋପୀ); ଅଧରଜାତ ବା ଅଧର କଳ୍ପିତ ମଧୁ) ଅଧରାମୃତ; ପ୍ରେମିକ ପ୍ରେମିକା ପରସ୍ପର ଅଧର ଚୁମ୍ବନ କରିବା ସମୟରେ ପରସ୍ପରଙ୍କ ଅଧରନିଃସୃତ ଲାଳ, ଯାହାକୁ ଅନ୍ୟୋଽନ୍ୟ ଆସ୍ୱାଦନ କରନ୍ତି (ଏବଂ ଯାହାକୁ ପରସ୍ପର ଭୋଳରେ ମଧୁ ବା ଅମୃତ ସଙ୍ଗେ ତୁଳନା କରନ୍ତି) The honey of the lips imbibed by lovers while kissing each other.