Odia - English Dictionary
Home
View
Edit
Glossaries
Button
Odia Dictionary
Back
ଅଦ୍ବିତୀୟ
Also :
[
ଅଦ୍ବୟ
]
Adwitīya
(ସଂ.ବିଣ.) -
ଅସାଧାରଣ; ଅସାମାନ୍ୟ Extraordinary.
ଅତୁଳନୀୟ Peerless; matchless; incomparable.
ଏକାକୀ; ଯାହା ସଙ୍ଗେ ଅନ୍ୟ କେହି ନଥାଏ Single; sole; solitary.
ଏକମାତ୍ର supreme; unique.