Odia Dictionary
Back
ଅଦ୍ବୟ
Also : [ ଅଦ୍ବିତୀୟ ]
- Adwaya (ସଂ.ବିଣ.) - ଅଦ୍ୱିତୀୟ Unparalleled; unique.
- ଏକକ; ଏକାକୀ single; solitary.
- ଅଦୈତ; ଯାହାର ଦ୍ୱିତୀୟରୂପ ନାହିଁ Non—dual.
- ଯାହାର ପ୍ରକାରାନ୍ତର ନାହିଁ having no alternative
- ଏକ ମାତ୍ର Only; Sole.
- (ସଂ.ବି.) - ବୁଦ୍ଧବିଶେଷ Name of a Buddha.
- ଅଦ୍ୱୈତତା; ଦ୍ୱିତୀୟ ରୂପ ନ ଥିବା ଅବସ୍ଥା Non-duality.
- ଏକତା; ଅଭିନ୍ନତା Unity; identity.
- ବ୍ରହ୍ମ ସଙ୍ଗେ ଜୀବାତ୍ମାର ଏକତା Indentity of the Brahma with the human soul.
- ବ୍ରହ୍ମ ସଙ୍ଗେ ବ୍ରହ୍ମାଣ୍ଡର ଏକତା Identity of the Brahama with the creation.
- ଭୂତ ସଙ୍ଗେ ଆତ୍ମାର ଅଭିନ୍ନତା Identity of spirit with matter.
- ବ୍ରହ୍ମା Brahmā, the Creator of the Universe.