Odia Dictionary
Back
ଅଦଣ୍ଡ୍ୟ
Also : [ ଅଦଣ୍ଡନୀୟ ]
- Adaṇḍya (ସଂ.ବିଣ.) - ଯେ ଦଣ୍ଡାର୍ହ ନୁହେ Not deserving of punishment.
- ନିରପରାଧ Innocent; guiltless.
- ଯାହାକୁ ଦଣ୍ଡରୁ ମୁକ୍ତି ଦିଆଯାଇଛି Exempted from punishment.
- ଯେ ଦୋଷ କଲେ ମଧ୍ୟ ଦଣ୍ଡ ପାଇବ ନାହିଁ ବୋଲି ରାଜାଙ୍କର ବା ଶାସ୍ତ୍ରର ଆଦେଶ ଅଛି Exempted from any punishment by a standing order or text.