Odia Dictionary


Back

ଅଦଣ୍ଡନୀୟ

Also : [ ଅଦଣ୍ଡ୍ୟ




  1. Adaṇḍanīya  (ସଂ.ବିଣ.) - ଯେ ଦଣ୍ଡାର୍ହ ନୁହେ Not deserving of punishment.

  2. ନିରପରାଧ Innocent; guiltless.

  3. ଯାହାକୁ ଦଣ୍ଡରୁ ମୁକ୍ତି ଦିଆଯାଇଛି Exempted from punishment.

  4. ଯେ ଦୋଷ କଲେ ମଧ୍ୟ ଦଣ୍ଡ ପାଇବ ନାହିଁ ବୋଲି ରାଜାଙ୍କର ବା ଶାସ୍ତ୍ରର ଆଦେଶ ଅଛି Exempted from any punishment by a standing order or text.