Odia Dictionary
Back
ଅଙ୍ଗଲଗା
Also : [ ଅଙ୍ଗଛୁଆଁ ]
- Aṅgalagā (ଦେ.ବିଣ.) - ଅଙ୍ଗସେବାକାରୀ (ଦାସ/ଦାସୀ); ଶ୍ରୀଅଙ୍ଗ ଖଟଣୀ (ସେବକ) Personal (servant) rendering personal service to the master.
- ରାଜା ଯେଉଁ ଦାସୀ ସଙ୍ଗେ ସହବାସ କରନ୍ତି (a maid servant) treated as a concubine.