Odia Dictionary
Back
ଅଙ୍ଗଛୁଆଁ
Also : [ ଅଙ୍ଗଲଗା ]
- Aṅgachhuāñ (ଦେ.ବିଣ.) - ଅଙ୍ଗସେବାକାରୀ (ଦାସ/ଦାସୀ); ଶ୍ରୀଅଙ୍ଗ ଖଟଣୀ (ସେବକ) Personal (servant) rendering personal service to the master.
- ରାଜା ଯେଉଁ ଦାସୀ ସଙ୍ଗେ ସହବାସ କରନ୍ତି (a maid servant) treated as a concubine.
- (ଦେ.ବି.) - ଅଙ୍ଗସ୍ପର୍ଶକରଣ Act of touching the body.