Odia Dictionary


Back

ଅଗ୍ରଭକ୍ଷ

Also : [ ଅଗ୍ରଭୁକ୍‌




  1. Agrabhaksha (ଦେ.ବି.) ପ୍ରାୟଶ୍ଚିତ୍ତାଦି କର୍ମ ଶେଷ ହେଲେ ପ୍ରାୟଶ୍ଚିତ୍ତକାରୀ ବ୍ୟକ୍ତିର ଗୃହରେ ବ୍ରାହ୍ମଣମାନେ ଭୋଜନ କରିବା ପୂର୍ବରୁ ଯେଉଁ ବ୍ରାହ୍ମଣ ଜଣକ ପ୍ରଥମେ ଭୋଜନ କରନ୍ତି A Brāhmaṇa who is fed before the others are fed on the occasion of an expiation rite.

  2. ଯାହାଙ୍କୁ ସର୍ବ ପ୍ରଥମେ ଭୋଜନ ଦିଆଯାଏ (ଜାତିର ବିଷ୍ଟ ବ୍ୟକ୍ତି ବା ଗୋସେଇଁ)  Having precedence in eating.