Odia Dictionary
Back
ଅଗ୍ନିହୋତ୍ରୀ
- Agnihotrī (ସଂ.ବିଣ.) - ନିତ୍ୟହୋମକାରୀ; ସାଗ୍ନିକ (ବ୍ରାହ୍ମଣ) Performing the daily offering to fire.
- (ସଂ.ବି.) - ନିତ୍ୟ ହୋମକାରୀ ବ୍ରାହ୍ମଣ A Brahmaṇa who daily performs the Agnihotra Homa.
- (ଦେ.ବି.) - ସାଗ୍ନିକ ବ୍ରାହ୍ମଣଙ୍କ ଉପାଧିବିଶେଷ Title given to an Agnihotrī Brāhmaṇa.