Odia Dictionary
Back
ଅଗଡ଼ ବଗଡ଼
Also : [ ଅଗଡ଼ମ୍ ବଗଡ଼ମ୍ ]
- Agṟḍ̠abagaṟḍ̠a (ଦେ.ବିଣ.) - ବେଠିକଣା; ଅଠିକଣା; କ୍ରମବିହୀନ Unsystematic; unmethodical.
- ଅସମ୍ବନ୍ଧ Not connected; disjointed.
- ବ୍ୟର୍ଥ Useless.
- ଅନର୍ଥକ Meaningless.
- ଅଲରା; ଗୋଳମାଳିଆ; ଅସ୍ତବ୍ୟସ୍ତ; ଇତସ୍ତତ, ବିକ୍ଷିପ୍ତ Confused.
- ଅଗମୂଳ ନଥିବା Without head or tail.
- (ଦେ.ବି.) - ଏଣୁ ତେଣୁ; ଯାଚ୍ଛାତା Medley; jumble.
- ଅସମ୍ବନ୍ଧ ପ୍ରଳାପ Confused jargon; ravings.
- ଅଳ୍ପ ମୂଲ୍ୟର ବହୁତ ପଦାର୍ଥ Odds and ends; trash.
- (ଦେ.କ୍ରି.) - ଅଠିକଣାରୂପେ Unsystematically.
- ଗୋଳମାଳିଆରୂପେ In a confused manner.
- ଅସମ୍ବନ୍ଧରୂପେ In a disjointed manner.