Odia Dictionary


Back

ଅପୁଚ୍ଛାଙ୍କୁର


  1. Apuchchhāṅkura (ସଂ.ବି.) - (ବିଜ୍ଞାନ ପରିଭାଷା)  ପୁଚ୍ଛହୀନ ଉଭୟଚର ପ୍ରାଣୀ (ଯଥା - ବେଙ୍ଗ; କଇଞ୍ଚ) Tailless animals; Anura.

  2. (ସଂ.ବିଣ.) - ପୁଚ୍ଛହୀନ Tailless.





 [ ଦ୍ର ] ଏହି ଜାତୀୟ ଜୀବମାନଙ୍କର ମସ୍ତକ ପ୍ରଶସ୍ତ, ମୁଖବ୍ୟାଦାନ ବୃହତ୍; ପଛ ଗୋଡ଼ଠାରୁ ଆଗ ଗୋଡ଼ ସାନ ଓ ଉଲ୍ଲମ୍ଫନର ବିଶେଷ ଉପଯୋଗୀ।