Odia Dictionary
Back
ଅପାମାର୍ଗ
Category : [ Plant ]
Also : [ ଅପାମାରଗ, ଅପାମାରଙ୍ଗ, ଅପାମାର୍ଗ, ଅପାମଗ୍, ଅପାମରା, ଅପାମାରୁ, ଅପାମାରି ]
- Apāmārga (ସଂ.ବି.) - (ମାର୍ଜନ ବା ପରିଷ୍କାର କରାଯାଉଥିବାରୁ) ଏହାର କ୍ଷାର ଦ୍ୱାରା ପୂର୍ବେ ଲୁଗା ସଫା କରାଯାଉଥିଲା। ଏହା ମାରିଷାଦି ବର୍ଗର ବନ୍ୟ ଶାକ ବା ଗୁଳ୍ମ। ଏହାକୁ ଦାନ୍ତକାଠି ଘସିଲେ ବାତରୋଗ ଭଲ ହେଉଥିବା ଆୟୁର୍ବେଦରେ ଉଲ୍ଲେଖ ରହିଛି A herbarious plant; Achyranthus aspera; the prickly chafflower.