Odia Dictionary
Back
ଅପାଣ୍ଡ
Also : [ ଅପାଣ୍ଡୁ, ଅପାଣ୍ଡକ ]
- Apāṇḍa (ଦେ.ବିଣ.) - ଅଯୋଗ୍ୟ Unworthy; worthless.
- ଅଧମ Mean.
- ଅସଭ୍ୟ Uncivilized.
- ଯାହାର ବ୍ୟବହାର ମାର୍ଜିତ ନୁହେ Unmannered.
- (ଦେ.ବି.) - କୁଳାଙ୍ଗାର Unworthy son of a family; a disgrace to the family.
- ଅପାଣ୍ତେଈ, ଅପାଣ୍ତୋଈ - (ସ୍ତ୍ରୀ)