Odia Dictionary


Back

ଅପାଠିଆ

Also : [ ଅପାଠୁଆ ] 




  1. Apāṭhiā (ଦେ.ବିଣ.) ମୂର୍ଖ; ବିଦ୍ୟାହୀନ; ଯେ ପାଠ ପଢ଼ି ନାହିଁ Unlettered; illiterate.

  2. ଅଶିକ୍ଷିତ Uneducated.