Odia Dictionary


Back

ଅପାକଳ


  1. Apākaḻa (ଦେ.ବିଣ.) - ଅପକ୍ୱ Unripe.

  2. ସମ୍ପୂର୍ଣ୍ଣରୂପେ ପରିପକ୍ୱ ହୋଇ ନ ଥିବା Not fully ripened.

  3. ଅପରିପୁଷ୍ଟ (ଫଳାଦି) Undeveloped.