Odia Dictionary
Back
ଅପହର୍ତ୍ତା
Also : [ ଅପହାରକ, ଅପହାରୀ ]
- Apaharthā (ସଂ.ବିଣ.) - ଅପହରଣଶୀଳ Habituated to stealing.
- ଅପହରଣକାରୀ; ଚୋରି କରିଥିବା (ବ୍ୟକ୍ତି) Stealing; plundering (person)
- (ସଂ.ବି.) - ଚୋର Thief; robber.
- ଅପହ୍ରର୍ତ୍ତୀ - (ସ୍ତ୍ରୀ)
- Apahāraka ଅପହାରକ (ସଂ.ବିଣ.)
- ଅପହରଣଶୀଳ Habituated to stealing.
- ଅପହରଣକାରୀ; ଚୋରି କରିଥିବା (ବ୍ୟକ୍ତି) Stealing; plundering (person)
- (ସଂ.ବି.) - ଚୋର Thief; robber.