Odia Dictionary


Back

ଅନ୍ନଛାଡ଼ିବା


  1. Annachhāṟḍḏibā (ଦେ.କ୍ରି.) - (କୌଣସି ବ୍ୟକ୍ତି) ଅନ୍ନ ଭୋଜନ ତ୍ୟାଗ କରିବା (ଯଥା - ସେ ଚାରି ଦିନ ହେଲା ଅନ୍ନ ଛାଡ଼ିଲାଣି) To give up taking rice or solid food.

  2. (କୌଣସି ବ୍ୟକ୍ତିର) ଦାନା ପାଣି ଉଠିଯିବା Going (or fated) shortly to lose his means of livelihood or service.