Odia - English Dictionary
Home
View
Edit
Glossaries
Button
Odia Dictionary
Back
ଅନ୍ତ୍ୟଜ
Antyaja
(ସଂ.ବି.) -
ଶୂଦ୍ର The sudra.
ଚଣ୍ଡାଳାଜାତି, ନୀଚଜାତି The low caste people.
ସର୍ବକନିଷ୍ଠ ସନ୍ତାନ The youngest child.
(ସଂ.ବିଣ.) -
ନୀଚକୁଳଜାତ Low-born.
ନୀଚ; ଅଧମ Low; degraded.
ନୀଚାଶୟ Mean-minded.
ସର୍ବକନିଷ୍ଠ The youngest.
ଅନ୍ତ୍ୟଜା - (ସ୍ତ୍ରୀ)