Odia - English Dictionary
Home
View
Edit
Glossaries
Button
Odia Dictionary
Back
ଅନୁତପ୍ତ
Anutapta
(ସଂ.ବିଣ.)
-
ଅନୁତାପଗ୍ରସ୍ତ; ଯେ ପଶ୍ଚାତ୍ତାପ କରୁଅଛି; ପସ୍ତାଉଥିବା Repenting; repentant; remorseful; penitent.
ଦୁଃଖିତ Pained; sorry; sorrowing.
ଅନୁତପ୍ତା - (ସ୍ତ୍ରୀ)
ଅନୁତାପ - (ବି.)