Odia Dictionary
Back
ଅନିର୍ଦିଷ୍ଟ
- Anirdishta (ସଂ.ବିଣ.) - ଅନିଶ୍ଚିତ Uncertain; indefinite.
- ନିରୂପିତ ହୋଇ ନ ଥିବା Uncertained.
- ସ୍ଥିରୀକୃତ ହୋଇ ନ ଥିବା Undetermined.
- ବ୍ୟାଖ୍ଯାତ ହୋଇ ନ ଥିବା Unexplained.
- ଅନିୟମିତ Irregular.
- ଅପରିମିତ; ଅସୀମ Unlimited.
- ଯହିଁ ସମ୍ବନ୍ଧେ ଉପଦେଶ ନାହିଁ Undirected; not enjoined.
- ସ୍ୱତନ୍ତ୍ରରୂପେ ପ୍ରକାଶିତ ବା କଥିତ ହୋଇ ନ ଥିବା Unspecified.
- ଅନିର୍ଦେଶ - (ବି.)
- ଅନିର୍ଦେଶ୍ୟ - (ବିଣ.)