Odia Dictionary
Back
ଅନାଥ
- Anātha (ସଂ.ବିଣ.) - ସ୍ୱାମୀହୀନ; ପ୍ରଭୁହୀନ Masterless.
- ଆଶ୍ରୟହୀନ; ନିରାଶ୍ରୟ Helpless; forlorn.
- ରକ୍ଷକହୀନ Having no protector.
- ପିତୃହୀନ Fatherless.
- (ସଂ.ବି.) - ଆଶ୍ରୟହୀନ ବ୍ୟକ୍ତି Helpless person.
- ଗରିବ ବ୍ୟକ୍ତି Poor person.
- ପିତୃମାତୃହୀନ ଶିଶୁ Orphan.