Odia - English Dictionary
Home
View
Edit
Glossaries
Button
Odia Dictionary
Back
ଅନାତ୍ମଜ୍ଞ
Anātmajn̄a
(ସଂ.ବିଣ.)
-
ଆଧ୍ୟାତ୍ମିକ ବା ପାରମାତ୍ମିକ ଜ୍ଞାନଶୂନ୍ୟ Not having spiritual knowledge.
ନିର୍ବୋଧ; ଯେ ନିଜର ଶକ୍ତି ବା ଅବସ୍ଥା ବୁଝି ନ ପାରେ Unable to realise one's own condition or power.
ଅନାତ୍ମଜ୍ଞା - (ସ୍ତ୍ରୀ)