Odia Dictionary
Back
ଅଧିକ
- Adhika (ସଂ.ବିଣ.) - (ଅଧ୍ୱକତା; ଆଧିକ୍ୟ) ଅଧିକା; ବେଶି Additional.
- ଅତି ବେଶି Excessive.
- ବହୁତ; ପ୍ରଚୁର Abundant; copious.
- ଅନେକ Many.
- ଅତିଭକ୍ତ; ଦରକାରୀ ଛଡ଼ା ବେଶି Superfluous; redundant.
- ଅପର୍ଯ୍ୟାପ୍ତ More than enough.
- ଅସାଧାରଣ ରୂପେ ବେଶି Inordinate.
- ସାଧାରଣ ଅପେକ୍ଷା ବିଶିଷ୍ଟ Peculiar; special; particular.
- (ଦେ.ବି.) - ଆତିଶଯ୍ୟ Excess.
- ପ୍ରାଚୁର୍ଯ୍ୟ Abundance; plenty.
- ସୌଭାଗ୍ୟ; ଶ୍ରୀବୃଦ୍ଧି Prosperity; good fortune.
- ପ୍ରୟୋଜନାଧିକ୍ୟ; ଅତିରେକ Superfluity.
- ମଙ୍ଗଳ; ଶୁଭ Good.
- (ଦେ.ବିଣ.) - ଅପେକ୍ଷାକୃତ ବଡ଼; ଅଧିକତର; ଅଧିକତମ Greater; greatest. (ସବୁ ତୀର୍ଥରୁଟି ଅଧିକ ଦ୍ୱାରକା)
- (ଦେ.କ୍ରି.ବିଣ,) - ଅପେକ୍ଷାକୃତ ବଡ଼ରୂପେ More than; bigger than.
- (ଦେ.ଅ.) - ପରନ୍ତୁ; ପକ୍ଷାନ୍ତରରେ On the other hand.
- ଅଧିକନ୍ତୁ; ଆହୁରି ମଧ୍ୟ And also; moreover.
- କିନ୍ତୁ But.
- କିନ୍ତୁ ମଧ୍ୟ But also.
- ଏହା ଛଡ଼ା Besides this.