Odia Dictionary


Back

ଅଧାରୁଆ


  1. Adhāruā (ଦେ.ବିଣ.)ଯେଉଁ ବ୍ୟକ୍ତି ଧାରୁଆ ବା ଋଣୀ ନୁହେଁ Not indebted; free from debt.

  2. (ଅ+ଓ. ଧାର+ଓ. ପ୍ରତ୍ୟୟ. ଉଆ) ଅତୀକ୍ଷ୍ଣ; ଅଦାଡ଼ୁଆ Not edged; blunt.

  3. (ଅର୍ଦ୍ଧ+ରୋପିତ) ଯେଉଁ ବିଲ ବା କିଆରିରେ ଧାନତଳି ରୁଆ କାର୍ଯ୍ୟ ଶେଷ ହୋଇ ନାହିଁ (a field) In which the transplantation of paddy seedlings has not been completed.