Odia Dictionary
Back
ଅଧର୍ମ
Also : [ ଅଧରମ ]
- Adharma (ସଂ.ବି.) - ଧର୍ମ ବା ପୁଣ୍ୟର ଅଭାବ Irreligion; impiety; unrighteousness.
- ଦୁଷ୍କୃତ; ପାପ Sin.
- ଅନ୍ୟାୟ Injustice. ଅ
- କର୍ତ୍ତବ୍ୟ ଲଙ୍ଘନ Breach of duty.
- ଆଇନ୍ ଲଙ୍ଘନ; ବେଆଇନି କାମ Breach of law; illegal act.
- ଅନ୍ୟାୟ କର୍ମ Unjust act.
- ଗୁଣର ଅଭାବ Absence of attributes.
- ସୂର୍ଯ୍ୟଙ୍କ ଅନୁଚର ପ୍ରଜାପତିବିଶେଷ (ଏ ବ୍ରହ୍ମାଙ୍କର ପୁତ୍ର; ଏହାଙ୍କ ସ୍ତ୍ରୀଙ୍କ ନାମ ହିଂସା ବା ମୃଷା) Name of an attendant of the Sun-God.
- (ସଂ.ବିଣ.) - ଗୁଣରହିତ Devoid of attributes.
- (ଦେ.ବିଣ.) - ପୁଣ୍ୟହୀନ Impious.
- ପାପୀ Sinful.
- ଅନ୍ୟାୟାଚରଣଶୀଳ Unrighteous.
- ଧର୍ମଜ୍ଞାନଶୂନ୍ୟ Irreligious.
- ଅଧାର୍ମିକ (କର୍ମ) Impious; Sinful (act).