Odia Dictionary


Back

ଅଧମଲା

Also : [ ଅଧମରା




  1. Adhamalā (ଦେ.ବିଣ.) - ଅର୍ଦ୍ଧ ମୃତ; ଦରମରା; ମୃତକଳ୍ପ Almost dead; half-dead.

  2. ଅତ୍ୟନ୍ତ କ୍ଲାନ୍ତ ଓ ଅବସନ୍ନ Exceedingly tired.

  3. ମୁମୂର୍ଷ; ଶୁକୁଶୁକୁ ହେଉଥିବା Dying.