Odia - English Dictionary
Home
View
Edit
Glossaries
Button
Odia Dictionary
Back
ଅଧମ
Adhama
(ସଂ.ବିଣ.) -
ନୀଚ; ନୀଚତମ Base.
ନିମ୍ନତମ Lowest.
ହୀନ; ହୀନତମ Vile; vilest.
ଅତି ସାମାନ୍ୟ Very slight; humble.
ଅତି ନିକୃଷ୍ଟ Very inferior; mean.
ଅତି ଅଯୋଗ୍ୟ Very unworthy.
ହେୟ Insignificant.
ଘୃଣ୍ୟ Despicable.
ଅତି ମନ୍ଦ Very bad.
ପାପୀ Sinful.
ଦୁଷ୍ଟ Wicked.
(ସଂ.ବି.) -
ନିର୍ଲଜ୍ଜ ନାଗର ବା ଉପପତି; ଭୟ, ଦୟା ଓ ଲଜ୍ଜାଶୂନ୍ୟ ଏବଂ କାମକ୍ରୀଡ଼ା ବିଷୟରେ କର୍ତ୍ତବ୍ୟାକର୍ତ୍ତବ୍ୟ ବିଚାରହିତ ବ୍ୟକ୍ତି An unblushing paramour; an unblushing sensualist.
ବୃକ୍ଷବିଶେଷ Name of a tree.
(ଜ୍ୟୋତିଷ)
ମନୁଷ୍ୟ ବିତ୍ତ ଓ ଜ୍ଞାନାଦିର ହୀନତାସୂଚକ ରବି ଓ ଚନ୍ଦ୍ର ଗ୍ରହଦ୍ୱୟଙ୍କ ସ୍ଥିତିବିଶେଷ ରୂପ ଯୋଗ (Astronomy) A very inauspicious conjunction of the planets, Sun and Moon in a person's horoscope.
ଅଧମା - (ସ୍ତ୍ରୀ)
ଅଧମତା - (ବିପରୀତ)
ଧମ - (ଦେ.) ବିପରୀତ