Adwa̲i̱tabāda (ସଂ.ବି.) - ବ୍ରହ୍ମ ଓ ବ୍ରହ୍ମାଣ୍ଡ ଏକ, ଈଶ୍ୱର ଓ ସୃଷ୍ଟି ଏକ; ଏକ ମାତ୍ର ଈଶ୍ୱର ସର୍ବଭୂତରେ ଓ ସର୍ବତ୍ର ବିରାଜିତ, ଏରୂପ ମତ ବାଦ The doctrine of non-duality; the theory that the Creator is identical with the Creation and that there is nothing in the Universe except God in His various manifestations.
ପରମାତ୍ମା ଓ ଜୀବାତ୍ମା ଅଭିନ୍ନ, ଏହି ଦାର୍ଶନିକ ମତ Monism in philosophy; the doctrine that the supreme soul is identical with the human soul.(ଶଙ୍କରାଚାର୍ଯ୍ୟ ଭାରତରେ ଏହି ମତକୁ ସର୍ବତ୍ର ପ୍ରଚାର କରିଥିଲେ।)