Odia Dictionary


Back

ଅଦୁଆର

Also : [ ଅଦ୍ବାର ]




  1. Aduāra (ଦେ.ବି.) - (ସଂ - ଅଦ୍ବାର) ସାଧାରଣତଃ ଘରକୁ ବା ଖଞ୍ଜାକୁ ଯେଉଁ ବାଟ ଦେଇ ଲୋକେ ଯାଆନ୍ତି ସେ ଦ୍ୱାର ଛଡ଼ା ଅନ୍ୟ ଦ୍ୱାର (ଯଥା ଖିଡ଼ିକି ଦୁଆର; ବାଡ଼ି ଦୁଆର; ପାଇଖାନା ଦୁଆର) A wrong door to enter a house; a door other than the one ordinarily used.