Odia - English Dictionary
Home
View
Edit
Glossaries
Button
Odia Dictionary
Back
ଅତୁଟ
Atuṭa
(ଦେ.ବିଣ.) -
ଅକ୍ଷତ; ଅଭଗ୍ନ Unbroken.
ଅବିଛିନ୍ନ Continuous.
ଅନାହତ Unhurt.
ଅବିନାଶୀ Indestructible.
ପୂର୍ଣ୍ଣାଙ୍ଗ Whole; entire.
ଅକ୍ଷୟ; ଅସରନ୍ତି Inexhaustible.
ସମ୍ପୂର୍ଣ୍ଣ; ପୂର୍ଣ୍ଣଭାବରେ ଥିବା Full.
ଖାଣ୍ଟି Pure.
ଅଦମ୍ୟ Undaunted.