Odia Dictionary


Back

ଅତିକ୍ରାନ୍ତ


  1. Atikrānta (ସଂ.ବିଣ.) - ଗତ; ଅତୀତ; (ସମୟର ସୀମା) ବିତିଥିବା Past beyond; passed.

  2. ଲଘିଂତ Transgressed; violated.

  3. ଯାହାକୁ ମନୁଷ୍ୟ ଟପି ଯାଇ ନ ଥାଏ; ଉଲ୍ଲଘିଂତ Passed over.

  4. ଯାହାକୁ ମନୁଷ୍ୟ ପାରି ହୋଇଥାଏ Crossed over.

  5. ଯାହାକୁ କେହି ବଳି ଯାଇଥାଏ Surpassed.

  6. ଆକ୍ରାନ୍ତ Attacked.

  7. ଅନାଦୃତ; ଅବଜ୍ଞାତ Slighted; disregarded.

  8. ଯାହାର ସୀମାକୁ ମନୁଷ୍ୟ ବଳିଯାଇଥାଏ Gone beyond.