Odia Dictionary


Back

ଅଣସର ଘର

Also : [ ଅଣସର ଗୁମୁଟ ]




  1. Aṇasara ghara (ଦେ.ବି.) - ଜଗନ୍ନାଥ ମନ୍ଦିରର ଜଗମୋହନରେ ଚନ୍ଦନ ଅର୍ଗଳି ନିକଟରେ ଥିବା ନିର୍ଦ୍ଦିଷ୍ଟ ସ୍ଥାନ; ଯେଉଁଠାରେ କି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ମୂର୍ତ୍ତିମାନ ଅଣସର ସମୟରେ ରଖାଯାଇ ଚିତ୍ରକାରମାନଙ୍କ ଦ୍ୱାରା ଚିତ୍ର କରାଯାଆନ୍ତି A space inside the Jagamohana of the Jagannath-temple where the idols are kept and painted during the Aṇasara.