Odia - English Dictionary
Home
View
Edit
Glossaries
Button
Odia Dictionary
Back
ଅଡ଼ତିଆ
Also :
[ ଆଡ଼ତିଆ,
ଅଡ଼ତ୍ଦାର
]
Aṟḍ̠atiā
(ଦେ.ବି.) -
ଆଡ଼ତିଆ; ଦଣ୍ଡିଦାର; ପେଣ୍ଠରେ ପଣ୍ୟଦ୍ରବ୍ୟ କ୍ରୟ ବିକ୍ରୟ କରାଇ କମିସନ୍ ନେବା ପାଇଁ ନିଯୁକ୍ତ ବ୍ୟକ୍ତି A commission agent for procuring sales and purchases of merchandise.