Odia - English Dictionary
Home
View
Edit
Glossaries
Button
Odia Dictionary
Back
ଅଚିନ୍ତ୍ୟ
Also :
[
ଅଚିନ୍ତନୀୟ
]
Achintya
(ସଂ.ବିଣ.) -
ଯାହା ଚିନ୍ତା କରାଯାଇ ନ ପାରେ; ଚିନ୍ତାତୀତ; ଚିନ୍ତାର ଦୁରଧିଗମ୍ୟ; ଅଭାବନୀୟ Unthinkable.
କଳ୍ପନାତୀତ Unimaginable.
ଅବୋଧ୍ୟ Incomprehensible.