Odia Dictionary


Back

ଅଙ୍କୁଶ

Also : [ ଅଙ୍କୁଶା




  1. Aṅkuṡa (ସଂ.ବି.)ଆଙ୍କୁଶା; ହସ୍ତିତାଡ଼ନାର୍ଥ ବ୍ୟବହୃତ ବକ୍ର ଓ ତୀକ୍ଷ୍ମାଗ୍ର ଲୌହଦଣ୍ଡ A goad; an iron-rod with a hooked point to goad an elephant.

  2. ଶର ପରି ମୁନ ବଙ୍କା ହୋଇଥିବା କଣ୍ଟା A hooked nail shaped like an arrow.

  3. (ଲକ୍ଷଣାର୍ଥ) ବାଧା; ପ୍ରତିବନ୍ଧକ Obstacle.